"Bandiara Atmakatha" Odia Novel By Utkalamani Gopabandhu Das. The following is 1 of 6 poem from the novel book "Bandira Atmakatha". We will upload PDF version of rest 5 chapters of this novel soon on our site.
Desabasi bandhu atmiya sodara,
karadande mora hele ki katara ?
thila eha agun janasuna katha,
sethipain tebe kimpa mane byatha.
xxxxx
Misu mora deha e desha matire,
desha basi chalijantu pithire,
desara swarajye pathe jete gada,
puru tahin padi mora mansa hada.
ମହାଶୟ, ଆପଣଙ୍କ ଚେଷ୍ଟା ଓ ପ୍ରଚେଷ୍ଟା ଯୋଗୁଁ ଆଜି ଓଡିଆ ପୋର୍ଟାଲ୍ ବହୁତ ଲୋକପ୍ରିୟ ହୋଇପାରିଛି । ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଏହାଦ୍ୱାରା ଆମର ଐତିହ୍ୟ ଓ ସଂସ୍କ୍ରତିର ଅନେକ ଉନ୍ନତି ସାଧିତ ହୋଇପାରିଛି । ମୋର ଗୋଟିଏ ଅନୁରୋଧ ଓଡିଆ ସଙ୍ଗିତ କ୍ଷେତ୍ରରେ ଯଦି କିଛିଟା ନୂଆଁ କରି karaoke with lyrics ଆରମ୍ଭ କରାଯାନ୍ତା ଯେମିତି ହିନ୍ଦି ସଙ୍ଗିତରେ ଅଛି ତାହେଲେ କଳାକାରମାନଙ୍କ ଲୁଚି ରହିଥିବା ପ୍ରତିଭାର ବିକାଶ ହୋଇପାରନ୍ତା ତତସଙ୍ଗେସଙ୍ଗେ ଘରେ ଘରେ ସଙ୍ଗିତ ପ୍ରେମୀମାନେ ତାହାକୁ ଅବସର ସମୟରେ ଚିତ୍ତବିନୋଦନ କରିପାରନ୍ତେ ।ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ ହୋଇରହିବ । ବନ୍ଦେ ଉତ୍କଳ ଜନନୀ । ଜୟ ଜଗନ୍ନାଥ ।
ReplyDelete