Here is the lyrics of "Ei Achu Ei Nahu, Mayabini Bana Jochana" - from the movie Tate Bhala Pae 100 ru 100. PDF Available. Vocal by Babushan Mohanty.
ଏଇ ଅଛୁ ପୁଣି ଏଇ ନାହୁଁ
ସବୁବେଳେ ତୁ ଆସୁ ଯାଉ ।
ମିଠା ମିଠା ବାସ୍ନା ପରି ତୁ,
ଛିଟା ଛିଟା ବର୍ଷା ପରି ତୁ,
ଓଦା ଓଦା ସ୍ଵପ୍ନ ପରି ତୁ,
ଛାତି ତଳେ ଲେଖୁ ରଚନା ।
ମାୟାବିନୀ (ମାୟାବିନୀ), ମାୟାବିନୀ (ମାୟାବିନୀ),
ମାୟାବିନୀ ବନ ଜୋଛନା... ଲୁଚନା...
No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।