"Barsa, Akasara Barsa" is one of the most famous soundtrack of this year. This song is from the Odia Film "Gapa Hele Bi Sata". Vocal By KUMAR BAPI. Starring Anubhab & Barsa.
A. Gurunath Reddy From Ganjam requested us over SMS to publish this song's lyrics on OdiaPortal.IN. You can also request a lyrics via Contact Page/SMS/Call. Please Mention place/address for quick publicity. Follow the rules:
YOUR NAME:
ADDRESS/COLLEGE:
SONG TITLE:
FILM:
SINGER (OPTIONAL):
and send your SMS to OdiaPortal's Office Mobile "7787964243" - Your Lyrics will be publish in between a week.
download the .PDF file to read full lyrics of this beautiful song by Kumar Bapi.
A. Gurunath Reddy From Ganjam requested us over SMS to publish this song's lyrics on OdiaPortal.IN. You can also request a lyrics via Contact Page/SMS/Call. Please Mention place/address for quick publicity. Follow the rules:
YOUR NAME:
ADDRESS/COLLEGE:
SONG TITLE:
FILM:
SINGER (OPTIONAL):
and send your SMS to OdiaPortal's Office Mobile "7787964243" - Your Lyrics will be publish in between a week.
ବର୍ଷା, ଆକାଶର ବର୍ଷା
ଫୁଲ ନୁହେଁ କି ପରୀବି ନୁହେଁ, ନୁହେଁ ଜହ୍ନର ଜୋତ୍ସ୍ନା,
ଗପ ହେଲେବି କଥା ଟି ସତ, ନାଁ ଟି ତାର ବର୍ଷା... ବର୍ଷା... ବର୍ଷା
ବର୍ଷା, ଆକାଶର ବର୍ଷା (x3)
ଟଣା ଟଣା ତାର ଦୁଇ ଆଖି ସୁରିଲା ସୁରିଲା
ସେ ଆଖିକୁ ମୋର ଦୁଇ ଆଖି ଝୁରିଲା ଝୁରିଲା (x2)
ତା ଓଠରେ ହସ ହେଇ ହସେ ମୋ ଦୁନିଆ
ସତେ ଅବା ଜାଣେ ସେ କାଉଁରୀ କିମିଆ
ଏ ମନରେ ଭରି ଦେଲା ଅସୁମାରି ଆଶା
ବର୍ଷା ବର୍ଷା My Love ବର୍ଷା
ନାଁ ତାର ବର୍ଷା, ଆକାଶର ବର୍ଷା (x2)....

No comments:
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଏଠାରେ ଉଲ୍ଲେଖ କରନ୍ତୁ ।